Jump to content

ନିପତ

ଉଇକିଅଭିଧାନ‌ରୁ

ନିପତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନି=ସାକଲ୍ୟାର୍ଥକ+ପତ୍ ଧାତୁ=ପଡ଼ିବା+ଭାବ ଅ)

[ସମ୍ପାଦନା]
୧. ମୃତ୍ୟୁ —୧. Death.
୨. ବିନାଶ —୨. Destruction.
୩. ଧ୍ୱଂସ; ଅଧଃପତନ —୩. Ruin; down fall.