Jump to content

ନିପତନ

ଉଇକିଅଭିଧାନ‌ରୁ

ନିପତନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନି=ସାକଲ୍ୟାର୍ଥକ+ପତ୍ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ତଳକୁ ପଡ଼ିବା —୧. Falling down.
୨. ଅଧଃପତନ; ଧ୍ୱଂସ —୨. Down-fall; ruin.
୩. କ୍ଷୟ ପାଇବା —୩. Decay.