Jump to content

ନିପତିତ

ଉଇକିଅଭିଧାନ‌ରୁ

ନିପତିତ

ଉଚ୍ଚାରଣ

[ସମ୍ପାଦନା]
(ନିପତିତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ନି=ସାକଲ୍ୟାର୍ଥକ+ପତିତ)

[ସମ୍ପାଦନା]
୧. ବିଧ୍ୱସ୍ତ —୧. Ruined; overthrown.
୨. ତଳକୁ ଖସିଥିବା —୨. Descended.
୩. ଅଧଃ ପତିତ —୩. Fallen down.
୪. ସ୍ଥାନ ଚ୍ୟୁତ; ଭ୍ରଷ୍ଟ —୪. Fallen; displaced.