Jump to content

ନିପାଣିଆ

ଉଇକିଅଭିଧାନ‌ରୁ

ନିପାଣିଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ବିରସ; ନିସ୍ତେଜ — ୧. Lustreless; pale.

ହୋଇ ଯାଇଥିଲା ବଦନ ନିପାଣିଆ କୃଷ୍ଣସିଂହ. ମହାଭାରତ ଉଦ୍ୟୋଗ

୨. ନିର୍ଜଳ; ଜଳହୀନ —୨. Waterless.
୩. ନୀରସ; ରସହୀନ —୩. Devoid of juice.
୪. ଶୁଖିଲା —୪. Dry.
୫. ଯହିଁରୁ ଜଳୋଦ୍ଗମ ନ ହୁଏ — ୫. Not emitting water.
୬. ଯେଉଁ ବଳଦ ଗୋରୁକୁଣ୍ଡରେ କୁଣ୍ଡା ପାଣି ପିଏ ନାହିଁ — ୬. (a bullock) Which does not take food and water from a trough.