ନିପାତ
ଦେଖଣା
ନିପାତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନି=ସମ୍ପୂର୍ଣ୍ଣ ରୂପେ+ପତ୍ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ମୃତ୍ୱୁ —୧. Death.
- ୨. ବିନାଶ —୨. Destruction.
- ୩. ଅଧଃପତନ —୩. Downfall; overthrow.
- ୪. ଅବତରଣ —୪. Alighting.
- ୫. (ବ୍ୟାକରଣ) ନିପାତନ; ସାଧାରଣ ନିୟମର ବ୍ୟତିକ୍ରମ — ୫. (grammar) Anomaly; grammatical exception or irregularity.
- ୬. ସମୃଳେ ବିନାଶ; ସମ୍ପୂର୍ଣ୍ଣ ଲୋପ; ଯେଉଁ ବିନାଶରେ ଚିହ୍ନ ମାତ୍ର ବାକି ନ ଥାଏ —୬. Eradication; extinction.
- ୭. ଆକ୍ରମଣ —୭. Attack; onslaught.
- ୮. ପତନ —୮. Fall.
ବ୍ରହ୍ମ ହତ୍ୟା କଲେ ବରଷ ଦଶ ଶତ ଘୋର ନରକରେ ଯେ ହୁଅଇ ନିପାତ କୃଷ୍ଣସିଂହ. ମହାଭାରତ ଶାନ୍ତି
- ୯. ନିପାତନ (ଦେଖ) - —୯. Nipātana (See)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ନିପତିତ (ଦେଖ) - ୧. Nipatita (See)
- ୨. ମୃତ —୨. Dead.
- ୩. ସମୂଳେ ବିଧ୍ୱସ୍ତ —୩. Eradicated; extinct.