ନିପାତନ
ଦେଖଣା
ନିପାତନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନି+ପତ ଧାତୁ ଣିଚ୍ ପାତି ଧାତୁ=ପକାଇବା+ ଭାବ. ଅନ)
[ସମ୍ପାଦନା]- ୧. ଉନ୍ମୃଳନ; ମୂଳୋଚ୍ଛେଦନ — ୧. Uprooting; eradication.
- ୨. କୌଣସି ବସ୍ତୁକୁ ତଳେ ପକାଇବା —୨. Causing a thing to fall down; knocking down.
- ୩. ବିନାଶ ବା ଧ୍ୱଂସ କରଣ —୩. Over-throw; causing ruin.
- ୪. ମାରି ପକାଇବା; ବଧ; ହନନ — ୪. Killing; slaughter.
- ୫. ପ୍ରହାର; ଆଘାତ —୫. Stroke; blow.
- ୬. (ବ୍ୟାକରଣ) ସାଧାରଣ ନିୟମର ବତିକ୍ରମ — ୬. (grammar) Anomaly; an exception; irregularity in grammatical form.