Jump to content

ନିପୀଡ଼କ

ଉଇକିଅଭିଧାନ‌ରୁ

ନିପୀଡ଼କ

ଉଚ୍ଚାରଣ

[ସମ୍ପାଦନା]
(ନିପୀଡ଼କା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ନି+ପୀଡ଼୍ ଧାତୁ=କ୍ଳେଶ ଦେବା+କର୍ତ୍ତୃ. ଅକ)

[ସମ୍ପାଦନା]
୧. ପୀଡ଼ାଦାୟକ; ଅତ୍ୟନ୍ତ କଷ୍ଟଦାୟକ — ୧. Hurtful; vexatious; trouble- some; painful; afficting.
୨. ଉପ୍ତୀଡ଼ନକାରୀ —୨. Persecuting; oppressive.
୩. ଯେ କୌଣସି ବସ୍ତୁକୁ ଚିପି ଜଳ ବା ରସ ବାହାର କରି ଦିଏ —୩. Squeezing; wringing out juice.