Jump to content

ନିପୀଡ଼ିତ

ଉଇକିଅଭିଧାନ‌ରୁ

ନିପୀଡ଼ିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ନି+ପୀଡ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ଦଳିତ; ମର୍ଦ୍ଦିତ —୧. Squeezed; pressed.
୨. ଉତ୍ପୀଡ଼ିତ —୨. Oppressed.
୩. ପୀଡ଼ା ପ୍ରାପ୍ତ; ଆହତ —୩. Hurt.
୪. ଆଲିଙ୍ଗିତ —୪. Embraced.