Jump to content

ନିପୁଣ

ଉଇକିଅଭିଧାନ‌ରୁ

ନିପୁଣ

ଉଚ୍ଚାରଣ

[ସମ୍ପାଦନା]
(ନିପୁଣା—ସ୍ତ୍ରୀ) 

(ନୈପୁଣ୍ୟ—ବି)

  • (file)

ସଂସ୍କୃତ - ବିଶେଷଣ - ପୁଂ(ନି+ପୁଣ୍ ଧାତୁ=ସତ୍ କର୍ମ କରିବା+ କର୍ତ୍ତୃ. ଅ)

[ସମ୍ପାଦନା]
୧. କୁଶଳ; ପଟୁ; ଦକ୍ଷ — ୧. Dexterous; skilful; expert; adroit.
୨. କାର୍ଯ୍ୟକ୍ଷମ;ସମର୍ଥ —୨. Able.
୩. ବିଚକ୍ଷଣ; ଚଲାଖ —୩. Clever.
୪. ପ୍ରଧାନ —୪. Eminemt.

ବିଷ୍ଣ ଶିବସେବା କାହା ଭାଗରେ ନିପୁଣ—ଭଞ୍ଜ. ବୈଦେହୀଶବିଳାସ