ନିପୁତ୍ରୀ
(ନିପୁତ, ନିପୁତ୍ର, ନିପୁତା—ପୁଂ, ନିପୁତୀ—ସ୍ତ୍ରୀ—ଅନ୍ୟରୂପ)
ପୁତ୍ରହୀନ ନିଃସନ୍ତାନ —Issueless; having no son.
ନିପୁତ୍ରୀ ହୋଇ ଏ ସଂସାରେ, କେ ଅବା ଦେହି ଧରିପାରେ ପ୍ରାଚୀ, ନିର୍ଗୁଣମାହାତ୍ମ୍ୟ