ନିପ୍ରୋଧିବା
ଦେଖଣା
ନିପ୍ରୋଧିବା
ଉଚ୍ଚାରଣ
[ସମ୍ପାଦନା](ନିପ୍ରୋହିବା—ଅନ୍ୟରୂପ)
ଦେଶଜ - କ୍ରି. (ପଦ୍ୟ) (ସଂସ୍କୃତ - ନିର୍ ଓ ଉପରୋଧ)
[ସମ୍ପାଦନା]- ୧. ଅନ୍ୟର ଅନୁରୋଧ ନ ରଖିବା — ୧. Not to respond to the requests of others.
- ୨. ତକ୍ଷୁଲଜ୍ଜା ବା ମୁଲାହିଜା ନ କରିବା — ୨. Not to respect other peoples feelings; to have no scruples.
- ୩. ମମତା ନ ରଖି କାର୍ଯ୍ୟ କରିବା — ୩. To act without respect or sympathy for others.