Jump to content

ନିବଡ଼ିବା

ଉଇକିଅଭିଧାନ‌ରୁ

ନିବଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ନିବିଡ଼ିବା—ଅନ୍ୟରୂପ)

ଦେଶଜ - କ୍ରି. (ସଂସ୍କୃତ - ନିର୍ବାହ; ନିବର୍ତ୍ତନ;ପ୍ରା ନିବଟ୍ଟନ)

[ସମ୍ପାଦନା]
୧. (କାର୍ଯ୍ୟ) ସମାପ୍ତ ହେବା — ୧. To terminate.
୨. ଶେଷ ହେବା; ସରିବା —୨. To be finished; to end; to be brought to a close.
୩. ସମ୍ପାଦିତ ହେବା —୩. To be accomplished.