Jump to content

ନିବଡ଼େଇବା

ଉଇକିଅଭିଧାନ‌ରୁ

ନିବଡ଼େଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ନି+ବୃତ୍ ଧାତୁ—ନିବର୍ତ୍ତନ; ପ୍ରା, ନିବଟ୍ଟନ)

[ସମ୍ପାଦନା]
୧. (କାର୍ଯ୍ୟ) ନିଷ୍ପାଦନ କରିବା; ସମାଧା କରିବା —୧. To accomplish.
୨. ସାରିବା; ତୁଲାଇବା; ସମାପ୍ତ କରିବା — ୨. To bring to a successful termination; to complete a work.