Jump to content

ନିବନ୍ଧୀ

ଉଇକିଅଭିଧାନ‌ରୁ

ନିବନ୍ଧୀ

ଉଚ୍ଚାରଣ

[ସମ୍ପାଦନା]
(ନିବନ୍ଧନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ନି+ବନ୍ଧ୍ ଧାତୁ+କର୍ତ୍ତୃ. ଇନ୍, ୧ମା.୧ବ)

[ସମ୍ପାଦନା]
୧. ଯେ ବାନ୍ଧେ; ବନ୍ଧନକାରୀ — ୧. Binding; fastening.
୨. ଯେ ଆବଦ୍ଧ ରଖେ —୨. Confining.
୩. ସଂପୃକ୍ତ; ସଂବଦ୍ଧ —୩. Connected with.
୪. ସଂଯୁକ୍ତ —୪. Joined by.
୫. ଯାହା ଘଟାଏ — ୫. Causing; producing. (M.W.)