ନିବପନ
ଦେଖଣା
ନିବପନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନି+ବପ୍ ଧାତୁ+କର୍ମ. ଅନ)
[ସମ୍ପାଦନା]- ୧. ପିତୃଲୋକଙ୍କ ଉଦ୍ଦେଶ୍ୟରେ ଦାନ — ୧. Gifts in honour of one's deceased ancestors.
- ୨. ଶ୍ରାଦ୍ଧ —୨. Offering of cakes to the manes.
- ୩. ଚାରି ଆଡ଼େ ବିଣିବା —୩. Scattering down (Apte).
- ୪. ମଞ୍ଜି ବୁଣିବା —୪. Sowing (Apte).
- ୫. ଅଜାଡ଼ିବା; ଢାଳିବା —୫. Pouring out (Apte).