ନିବର୍ତ୍ତ
ଦେଖଣା
ନିବର୍ତ୍ତ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ନିବୃତ୍ତ)
[ସମ୍ପାଦନା]- ୧. ନିବୃତ୍ତ; କ୍ଷାନ୍ତ; ବିରତ —୧. Ceased; stopped.
ଏ ବାଣୀ ଯହୁଁ ନିବର୍ତ୍ତ ବୋଇଲା କୃଷ୍ଣସିଂହ, ମହାଭାରତ ଆଦି
- ୨. ପ୍ରତ୍ୟାବୃତ୍ତ —୨. Returned.
- ୩. ଶାନ୍ତ;ଶାନ୍ତ ପ୍ରକୃତିକ —୩. Mild; serene.
- ୪. ଫଳକାମନାରହିତ —୪. Having no bank-<? ?> ering for the result of one's action.
ଦୟା ବିନୟ ଦାନ କ୍ଷମା,ନିବର୍ତ୍ତ କର୍ମ ପ୍ରେମ ସୀମା ଭୂପତି, ପ୍ରେମାପଞ୍ଚାମୃତ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ନିବୃତ୍ତି —Cessation; restraint.