Jump to content

ନିବର୍ତ୍ତକ

ଉଇକିଅଭିଧାନ‌ରୁ

ନିବର୍ତ୍ତକ

ଉଚ୍ଚାରଣ

[ସମ୍ପାଦନା]
(ନିବର୍ତ୍ତିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ନି+ବୃତ୍ ଧାତୁ+କର୍ତ୍ତୃ ଅକ)

[ସମ୍ପାଦନା]
୧. ନିବୃତ୍ତକାରୀ —୧. Preventing.
୨. ଯେ ପଛକୁ ବୁଲି ପଡ଼େ — ୨. Turning back.
୩. ପଳାତକ —୩. Fleeing (M.W.)