ନିବର୍ତ୍ତାଇବା
ଦେଖଣା
ନିବର୍ତ୍ତାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ପ୍ରବର୍ତ୍ତାଇବା—ବିପରୀତ)
ଦେଶଜ - କ୍ରି. (ସଂସ୍କୃତ - ନି+ବୃତ୍ ଧାତୁ ଣିଜନ୍ତ)
[ସମ୍ପାଦନା]- ୧. ନିବୃତ୍ତ କରାଇବା — ୧. To dissuade.
- ୨. ବାରଣ କରିବା — ୨. To prevent.
- ୩. କ୍ଷାନ୍ତ କରାଇବା —୩. To cause to stop.
ତେବେ ନ ଘାରିଲେ ସେ ସ୍ନେହ ନିବର୍ତ୍ତାଇ କୃଷ୍ଣସିଂହ. ମହାଭାରତ. ବନ
- ୪. ଶାନ୍ତ କରାଇବା — ୪. To assuage; to calm.
କହିଲେ ନଳଠାରୁ କ୍ରୋଧ ନିବର୍ତ୍ତାଇ ମନ କୃଷ୍ଣସିଂହ ମହାଭାରତ ବନ
- ୫. ଫେରାଇବା — ୫. To cause to come back.
ପ୍ରତିଗ୍ରହରୁ ଯେହୁ ନିବର୍ତ୍ତାଇ ମନ କୃଷ୍ଣସିଂହ, ମହାଭାରତ. ବନ