ନିବର୍ତ୍ତିବା
ଦେଖଣା
ନିବର୍ତ୍ତିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.—(ସଂସ୍କୃତ - ନି+ବୃତ୍ ଧାତୁ)
[ସମ୍ପାଦନା]- ୧. ନିବୃତ୍ତ ହେବା; କ୍ଷାନ୍ତ ହେବା —୧. To cease; to stop.
ନିବର୍ତ୍ତି ରହହେ ବେନି ମୋ କହିବାର କୃଷ୍ଣସିଂହ. ମହାଭାରତ.ବନ
- ୨. ପାଶ୍ଚାତ୍ ପଦ ହେବା —୨. To fall back; to shrink.
ଡାକିଲେ ରଣେ କି ଜୁତପଣେ ନିବର୍ତ୍ତେ ନାହିଁ କ୍ଷତ୍ରିୟ ଭଞ୍ଜ, ବୈଦେହୀଶବିଳାସ
- ୩. ଶାନ୍ତ ହେବା —୩. To become calm.
ଶବର ଦେହ ତୃଣବନ ଭସ୍ମ କଳେ, ବ୍ୟାଧ ନାଶେ ସେକ୍ଷଣି ନିବର୍ତ୍ତ ସେ ଗଲେ କୃଷ୍ଣସିଂହ ମହାଭାରତ, ବନ