Jump to content

ନିବର୍ହଣ

ଉଇକିଅଭିଧାନ‌ରୁ

ନିବର୍ହଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ନି+ବର୍ହ ଧାତୁ=ବଧ କରିବା+ଭାବ. ଅନ)

[ସମ୍ପାଦନା]
୧. ମାରଣ; ବଧ — ୧. Slaughter; killing.
୨. ବିନାଶସାଧନ; ଉଚ୍ଛେଦ ସାଧନ — ୨. Crushing; destruction; overthrow.

ବିଶେଷଣ -

[ସମ୍ପାଦନା]

(+କର୍ତ୍ତୃ ଅନ)ଉଚ୍ଛେଦକ — ୧. Ruinous; crushing.

୨. ବିନାଶକ —୨. Destroying.