Jump to content

ନିବର୍ହିତ

ଉଇକିଅଭିଧାନ‌ରୁ

ନିବର୍ହିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -(ନି+ବର୍ହ ଧାତୁ+କର୍ମ. ତ)

[ସମ୍ପାଦନା]
୧. ଅପହୃତ୍ — ୧. Stolen; plundered.
୨. ନିହତ —୨. Killed; murdered.
୩. ବିନଷ୍ଟ; ଉଚ୍ଛନ୍ନ — ୩. Ruined; crushed; destroyed.