Jump to content

ନିବସଥ

ଉଇକିଅଭିଧାନ‌ରୁ

ନିବସଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନି+ବସ୍ ଧାତୁ+ଅଧିକରଣେ. ଅଥ)

[ସମ୍ପାଦନା]
୧. ଜନପଦ; ଗ୍ରାମ; ବସ୍ତି —୧. Village.
୨. ସୀମା; ସରହଦ(ହିନ୍ଦୀ - ଶ) —୨. Boundary.