Jump to content

ନିବହ

ଉଇକିଅଭିଧାନ‌ରୁ

ନିବହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନି+ବହ୍ ଧାତୁ+କର୍ମ. ଅ)

[ସମ୍ପାଦନା]
୧. ସମୁହ; ରାଶି — ୧. Collection; crowd; heap; multitude of.
୨. (+କର୍ତ୍ତୃ. ଅ)ବାୟୁବିଶେଷ;ନାତି ପ୍ରଖର ବାୟୁ — ୨. Name of a moderabely high wind, moderate tempest.

[ଦ୍ରଷ୍ଟବ୍ୟ —ଜ୍ୟୋତିଷୋକ୍ତ ୭ ବାୟୁ ମଧ୍ୟରୁ ଏହା ଏକତମ ଏହା ଖୁବ୍ ଜୋରରେ ବହେ ନାହିଁ; କିମ୍ୱା ଖୁବ୍ ଧୀର ନୁହେଁଯେଉଁ ବର୍ଷ ଜ୍ୟୋତିଷ ଗଣନାମତେ ଏ ବାୟୁ ପୃଥିବୀରେ ବହେ, ସେ ବର୍ଷ ସଂସାରରେ କେହି ସୁଖୀ ହୁଅନ୍ତି ନାହିଁ—ହିନ୍ଦୀ - ଶ.]