ନିବାଡ଼ିବା
ଦେଖଣା
ନିବାଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ନିବର୍ତ୍ତନ; ପ୍ରା. ନିବଟ୍ଟନ)
[ସମ୍ପାଦନା]- ୧. ଭିଡ଼ିବା —୧. To tighten.
- ୨. ଦୃଢ଼ କରିବା —୨. To make firm.
- ୩. ଟାଣ କରିବା —୩. To strengthen.
- ୪. ସୁନିଷ୍ପନ୍ନ କରିବା; ସିଦ୍ଧ କରିବା — ୪. To bring about; to complete; to do a work thoroughtly; to accomplish.
- ୫. ନିର୍ମାଣ କରିବା —୫. To make; to construct.
ରଜ ତମ ସତ୍ତ୍ୱ ତ୍ରିଗୁଣ ଭରି, କାୟା ନିବାଡ଼ିଲା ଓଁ କାର ଧରି ପ୍ରାଚୀ ପରଚେଗୀତା
- ୬. ନିର୍ବାହ କରିବା; ତୁଲାଇବା —୬. To conduct.
ବଳି ଅଡ଼ଣୀ ଆଡ଼ି ଆଡ଼ମ୍ୱରେ, ନିବାଡ଼ି ଘାତ ରାକ୍ଷାସ ଗଳେ ଗଳେ ଭଞ୍ଜ ବୈଦେହୀଶ ବିଳାସ