ନିବାତ କବଚ
ଦେଖଣା
ନିବାତ କବଚ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ନିବାତ+କବଚ; ଯାହାର କବଚ ବା ସାଞ୍ଜୁ ଅଭେଦ୍ୟ)
[ସମ୍ପାଦନା]- ୧. ଦୈତ୍ୟବିଶେଷ; ହିରଣ୍ୟକଶିପୁର. ପୌତ୍ର; ପ୍ରହ୍ଲାଦର ପୁତ୍ର —୧. Name of a demon; a grandson of Hiriṇyakaṡipu.
- ୨. ସମୂଦ୍ର ତୀରବାସୀ ମହାପରାକ୍ରମୀ ୩ କୋଟି ଅସୁର — ୨. A collective name of ୩୦ millions of mythological demons said to live in the seacoast.
ନିବାତ କବଚେ ଅଟନ୍ତି ବିନିକୋଟି, କେତେକ ମଲେ କେତେ ନ ଛାଡ଼ି ଯୁଦ୍ଧଟି କୃଷ୍ଣସିଂହ, ମହାଭାରତ ବନ