Jump to content

ନିବାପ

ଉଇକିଅଭିଧାନ‌ରୁ

ନିବାପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନି+ବପ୍ ଧାତୁ+କର୍ମ. ଅ)

[ସମ୍ପାଦନା]
୧. ପିତୃଲୋକଙ୍କ ଉଦ୍ଦେଶ୍ୟରେ ଦାନ — ୧. A gift in honour of one's departed ancestors.
୨. ପିତୃତର୍ପଣ —୨. An oblation to the manes.
୩. ଦାନ —୩. Gift.