Jump to content

ନିବାରକ

ଉଇକିଅଭିଧାନ‌ରୁ

ନିବାରକ

ଉଚ୍ଚାରଣ

[ସମ୍ପାଦନା]
(ନିବାରିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ. (ନି+ ବୃ ଧାତୁ ଣିଚ+ କର୍ତ୍ତୃ. ଅକ)

[ସମ୍ପାଦନା]
୧. ଯେ ନିବାରଣ କରେ — ୧. Prohibiting; preventing.
୨. ବିରୋଧୀ —୨. Opposing; resisting.
୩. ପ୍ରତିବନ୍ଧକ —୩. Obstructing.
୫. ଯେ ଅଟକାଏ —୪. Restructing.
୫. ଯାହା ଦୂର କରେ —୫. Removing.