ନିବାରଣୀୟ
(ନିବାର୍ଯ୍ୟ—ଅନ୍ୟରୂପ)
ଯାହା ନିବାରଣ କରାଯାଇ ପାରେ; ନିବାରଣ କରିବାର ଯୋଗ୍ୟ —Preventible. resistible; deserving to be checked.