Jump to content

ନିବାରିତ

ଉଇକିଅଭିଧାନ‌ରୁ

ନିବାରିତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ନି+ବୃ ଧାତୁ ଣିଚ୍ ବାରି ଧାତୁ+କର୍ମ. ତ)

[ସମ୍ପାଦନା]
୧. ପ୍ରତିଷିଦ୍ଧ; ନିଷିଦ୍ଧ —୧. Prevented.
୨. ବିରୁଦ୍ଧ —୨. Resisted; opposed; obstructed.