ନିବାରିବା
ଦେଖଣା
ନିବାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - (ପଦ୍ୟ) କ୍ରି. (ସଂସ୍କୃତ - ନିବାରଣ)
[ସମ୍ପାଦନା]- ୧. ନିବାରଣ କରିବା; ଦମନ କରିବା — ୧. To control; to check.
ଏ ଦୁଃଖ ସୁଖ ସମ କଚ, ଇନ୍ଦ୍ରିୟମାନଙ୍କୁ ନିବାର ଜଗନ୍ନାଥ. ଭାଗବତ
- ୨. ନିଷେଧ କରିବା —୨. To prohibit.
ଏଥୁଅନ୍ତେ ଧୃଷ୍ଟଦ୍ୟୁମନ ମହାବୀର ନିବାରିଲେକ ବାଦ୍ୟମାନ ସେ ସଭାର କୃଷ୍ଣସିଂହ. ମହାଭାରତ ଆଦି
- ୩. ଅଟାକାଇବା; ପ୍ରତିରୋଧ କରିବା; ବାଧାଦେବା — ୨. To restain; to obstruct; to oppose.
ତେବେ ସବୁ ଯୋଦ୍ଧାମାନଙ୍କୁ ନିବାରିଲେ କେହି ତାଙ୍କୁ କିଛି କରି ନ ପାରିଲେ କୃଷ୍ଣସିଂହ, ମହାଭାରତ. ଆଦି
- ୪. ବିନାଶ କରିବା —୪. To kill; to destory.
ବୋଲେ ଏହା ଦେବଲ ଦେବ ରାଜନ ପର ପରମ କ୍ଷତ୍ରିୟ ନିବାରି ଭଞ୍ଜ. ବୈଦେହୀଶବିଳାସ