Jump to content

ନିବାରୀ

ଉଇକିଅଭିଧାନ‌ରୁ

ନିବାରୀ

ଉଚ୍ଚାରଣ

[ସମ୍ପାଦନା]
(ନିବାରଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ନି+ବୃ ଧାତୁ+କର୍ତ୍ତୃ. ଇନ୍, ୧ମା. ୧ବ)

[ସମ୍ପାଦନା]

ଯେ ନିବାରଣ କରେ; ନିବାରଣକାରୀ — Preventing; checking; obstructing.

ଜୟ ଦିତିପୁତ୍ର ଦାନବ ନିବାରୀ କୃଷ୍ଣସିଂହ ମହାଭାରତ ବିରାଟ