Jump to content

ନିବାସୀ

ଉଇକିଅଭିଧାନ‌ରୁ

ନିବାସୀ

ଉଚ୍ଚାରଣ

[ସମ୍ପାଦନା]
(ନିବାସିନୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ଫୁ. (ନି+ବସ୍ ଧାତୁ+ଇନ୍; ନିବାସିନ୍; ୧ମା. ୧ବ.)

[ସମ୍ପାଦନା]
୧. ଯେ ବାସ କରେ — ୧. Dwelling; residing.
୨. ପରିଧାନକାରୀ —୨. Wearing; dressed or clothed in.

ବିଶେଷ୍ୟ -

[ସମ୍ପାଦନା]

ବାସିନ୍ଦା ବ୍ୟକ୍ତି —A resident; an dinhabitant.