ନିବିଡ଼
ଦେଖଣା
ନିବିଡ଼
ଉଚ୍ଚାରଣ
[ସମ୍ପାଦନା]ନିବିଡ଼ତା, ନିବିଡ଼ତ୍ୱବିଶେଷ୍ୟ
ସଂସ୍କୃତ - ବିଶେଷଣ - (ନି=ନାହିଁ+ବିଳ=ଛିଦ୍ର, ଫାଙ୍କ ଯହିଁରେ; ଳ ସ୍ଥାଳରେ ଡ଼ ଆଗମ)
[ସମ୍ପାଦନା]- ୧. ସାନ୍ଦ୍ର; ଘନ; ନୀରନ୍ଧ୍ର; ନିବାଡ଼ — ୧. Impervious; thick set; close- set; compact.
- ୨. ଦୁର୍ଭେଦ୍ୟ; ଗହନ —୨. Impenetrable; dense
- ୩. ଦୃଢ଼ —୩. Strong; tight; firm; fast.
ରମଣୀୟ ହେମକୁ ସୂଦୃଶାରେ ରଖିଲୁ କେଡ଼େ ନିବିଡ଼େ ମସାରେ କବିସୂର୍ଯ୍ୟ, କିଶୋରୀଚମ୍ପୂ ର. ଗୀତ
- ୪. ସ୍ଥୂଳ; ମୋଟା —୪. Thick; coarse; gross.
- ୫. ବକ୍ର ନାସିକା; ବଙ୍କା ନାକୁଆ — ୫. Having a crooked nose.
- ୬. ବୃହତ୍ —୬. Bulky; large.
- ୭. ଚେପଟା ନାକା; ନଢ଼ ନାସିକ (ହିନ୍ଦୀ - ଶ) — ୭. Flat-nosed; snub-nosed.