Jump to content

ନିବିଷ୍ଟ

ଉଇକିଅଭିଧାନ‌ରୁ

ନିବିଷ୍ଟ

ଉଚ୍ଚାରଣ

[ସମ୍ପାଦନା]
(ନିବିଷ୍ଟା—ସ୍ତ୍ରୀ) 

(ନିବିଷ୍ଟତା—ବି)

  • (file)

ସଂସ୍କୃତ - ବିଶେଷ୍ୟ - (ନି+ବିଶ୍ ଧାତୁ=ପ୍ରବେଶ କରିବା+କର୍ତ୍ତୃ. ତ)

[ସମ୍ପାଦନା]
୧. ପ୍ରବିଷ୍ଟ; ଯାହା ଭିତରକୁ ପଶି ଅଛି — ୧. Entered; thrust; gone into
୨. (କାର୍ଯ୍ୟରେ) ଲାଗିଥିବା; ଆବିଷ୍ଟ — ୨. Engaged in; devoted to.
୩. ସଂଲଗ୍ନ —୩. Joined; attached; fixed.
୪. ବସିଥିବା; ଉପବିଷ୍ଟ; ଅଧିରୂଢ଼ — ୪. Seated; sitting upon; installed on.
୫. ପ୍ରାପ୍ତ; ଲବ୍ଧ — ୫. Gained; obrtained; acquired; got.
୬. ମନୋଯୋଗୀ; ଏକାଗ୍ର — ୬. Concentrated; intent; attentive.
୭. ନିମଜ୍ଜିତ —୭. Plunged into.
୮. ଅସ୍ଥାୟୀଭାବରେ ରହୁ ଥିବା — ୮. Encampad (Apte).
୯. ବଶୀକୃତ —୯. Subdued; controlled (Apte).
୧. ବ୍ୟବସ୍ଥିତ —୧୦. Arranged.