Jump to content

ନିବିଷ୍ଟ ଚିତ୍ତ

ଉଇକିଅଭିଧାନ‌ରୁ

ନିବିଷ୍ଟ ଚିତ୍ତ

ଉଚ୍ଚାରଣ

[ସମ୍ପାଦନା]
(ନିବିଷ୍ଟଚିତ୍ତା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ଫୁ. (କର୍ମଧା. ନିବିଷ୍ଟ+ଚିତ୍ତ)

[ସମ୍ପାଦନା]

ଏକାଗ୍ର ଚିତ୍ତ — concentrated attention.

=== ବିଶେଷଣ - ପୁଂ. (ବହୁବ୍ରୀହି)

ଦତ୍ତମନାଃ — Having the heart set on any matter; with concentrated mind.