ନିବୀତ
ଦେଖଣା
ନିବୀତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ନି=ଅଧଃ+ବି ଉପସର୍ଗ+ଇ ଧାତୁ=ଗମନ କରିବା+ କର୍ତ୍ତୃ ତ)
[ସମ୍ପାଦନା]- ୧. କଣ୍ଠ ଲମ୍ୱିତ ଯଜ୍ଞସୂତ୍ର; କଣ୍ଠରେ ମାଳି ପରି ଲମ୍ୱି ଥିବା ବ୍ରାହ୍ମଣର ପଇତା — ୧. A Brāhmaṇa's sacred thread suspended form the neck like a garland.
- ୨. (ନି+ବ୍ୟେ ଧାତୁ=ଅଚ୍ଛାଦନ କରିବା+କରଣେ. ତ) ଉତ୍ତରୀୟ; ଚାଦର —୨. A sheet.
- ୩. ଓଢ଼ଣୀ —୩. A veil.
- ୪. ଆଚ୍ଛାଦନ ବସ୍ତ୍ର —୪. A cover; a wrapper.
- ୫. ଘୋଡ଼ —୫. A mantle.
- ୬. (+ଭାବ. ତ) ପଇତାକୁ ବେକରେ ମାଳା ପରି ଲମ୍ୱାଇବା —୬. Wearing the secred thered round the neck, making it hang down like a garland (Apte).
ବିଶେଷଣ -
[ସମ୍ପାଦନା]- ୧. (+ କର୍ମ . ତ) ଆଚ୍ଛାଦିତ —୧. Covered.
- ୨. ମାଳାକାରରେ କଣ୍ଠରୁ ଲମ୍ୱିତ —୨. Suspended from the neck like a garland.