ନିବୀତୀ
ଦେଖଣା
ନିବୀତୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ଫୁ. (ନୀବିତ+ଅଛି ଅର୍ଥରେ ଇନ୍; ୧ମା. ୧ବ.)
[ସମ୍ପାଦନା]ଯେଉଁ ଲୋକ ପଇତାକୁ ମାଳା ପରି ବେକରୁ ଲମ୍ୱାଇ ଥାଏ —Wearing the sacred thread like a garland.
[ଦ୍ରଷ୍ଟବ୍ୟ —ତର୍ପଣ ଓ ଶ୍ରାଦ୍ଧାଦିରେ ଋଷିମାନଙ୍କ ଉଦ୍ଦେଶ୍ୟରେ ତର୍ପଣ କରିବା ସମୟରେ ପଇତାକୁ 'ନିବୀତ' କରିବାକୁ ହୁଏ, ଅର୍ଥାତ୍ ମାଳ ପରି ବେକରେ ଲମ୍ୱାଇବାକୁ ହୁଏ]