Jump to content

ନିବୁଜ୍

ଉଇକିଅଭିଧାନ‌ରୁ

ନିବୁଜ୍

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ନିବିଡ଼)

[ସମ୍ପାଦନା]
୧. ନିବିଡ଼; ଯହିଁରେ ଫାଙ୍କ ନ ଥାଏ —୧. Dense; close; without vent or opening.
୨. ଯେଉଁ ସ୍ଥାନର ଚାରିଆଡ଼େ ଘନ ବା ସାନ୍ଧ୍ର ହୋଇ ବାଡ଼ ବୁଜା ଯାଇ ଥାଏ —୨. (a place) Enclosed with thickd-set fencing.