Jump to content

ନିବୃତ୍ତ

ଉଇକିଅଭିଧାନ‌ରୁ

ନିବୃତ୍ତ

ଉଚ୍ଚାରଣ

[ସମ୍ପାଦନା]
(ନିବୃତ୍ତା—ସ୍ତ୍ରୀ) 

(ପ୍ରବୃତ୍ତ—ବିପରୀତ)

  • (file)
  • (file)

ସଂସ୍କୃତ - ବିଶେଷଣ - (ନି+ବୃତ ଧାତୁ=କ୍ଷାନ୍ତ ହେବା+କର୍ତ୍ତୃ. ତ)

[ସମ୍ପାଦନା]
୧. ବିରତ; କ୍ଷାନ୍ତ —୧. Ceased; desisted; discontinue.
୨. ଶମିତ —୨. Appeased; assuaged; moderated.
୩. ସଂଶୋଧିତ —୩. Corrected; reformed.
୪. ବନ୍ଦ କରା ଯାଇଥିବା —୪. Stopped.
୫. ଦମିତ —୫. Checked; controlled; subdued.
୬. ବାଧାପ୍ରାପ୍ତ —୬. Obstructed; hindered.
୭. ପ୍ରତ୍ୟାବୃତ୍ତ —୭. Rerurned; turned back.
୮. ସମାପ୍ତ —୮. Finished; completed.
୯. ଗତ; ଚଳିତ —୯. Gone; departed.
୧. ସଂସାର ବିଷୟରେ ବିରକ୍ତ; ଭଦାସୀନ — ୧୦. Abstaining from worldly concerns; abstracted from worldly affairs (Apte).
୧୧. ଅନୁଚିତ କର୍ମ ପାଇଁ ଅନୁଚିଷ୍ଟ; ଅନୁତପ୍ତ — ୧୧. Repenting of improper conduct (Apte).

୧୨ : ଅନ୍ତର୍ହିତ —୧୨. Disappearing; vanished (Apte).

ବିଶେଷ୍ୟ -(+ଭାବ. ତ)

[ସମ୍ପାଦନା]
୧. ନିବୃତ୍ତି —୧. Cessation; Stoppage.
୨. ପ୍ରତ୍ୟାବର୍ତ୍ତନ —୨. Return (Apte).
୩. ରିପୁଗଣର ପରାକ୍ରମରୁ ମୁକ୍ତ ମନ — ୩. A mind free the influence of passions (Apte).