ନିବୃତ୍ତି
ଦେଖଣା
- ବିରତି; କ୍ଷାନ୍ତି
- ବିଶ୍ରାମ
- ଉପଶମ; ଶାନ୍ତିଭାବ ଧାରଣ
- ବନ୍ଦ ହେବା
- କର୍ମରୁ ବିରତି
- ସମାପନ; ନିଷ୍ପତ୍ତି
- ଅସ୍ଵୀକାର
- ଅମତ
- ସାଂସାରିକ କାର୍ଯ୍ୟରୁ ବିରତି; ବିଷୟ ବୈରାଗ୍ୟ
- ପ୍ରତ୍ୟାବର୍ତ୍ତନ; ଫେରି ଆସିବା
- ଅନ୍ତର୍ଦ୍ଧାନ
- କୌଣସି କର୍ମର ତ୍ୟାଗ
- ମୋକ୍ଷ; ମୁକ୍ତି
- ନିବାରଣ
- ଯତ୍ନ ବିଶେଷ
- ମତ୍ସ୍ୟ ଦେଶନିବୃତ୍ତି
ଉଚ୍ଚାରଣ
[ସମ୍ପାଦନା](ପ୍ରବୃତ୍ତି—ବିପରୀତ)
ସଂସ୍କୃତ - ବିଶେଷ୍ୟ - (ନି+ବୃତ୍ ଧାତୁ+ଭାବ. ତ)
[ସମ୍ପାଦନା]- ୧. ବିରତି; କ୍ଷାନ୍ତି —୧. Cessation; stoppage.
- ୨. ବିଶ୍ରାମ —୨. Repose; rest.
- ୩. ଉପଶମ; ଶାନ୍ତଭାବ ଧାରଣ —୩. Relaxation. appeasement.
- ୪. ବନ୍ଦ ହେବା —୪. Suspension; abstaining from; abolition; discontinuance.
- ୫. କର୍ମରୁ ବିରତି —୫. Inaction; inactivity.
- ୬. ସମାପନ; ନିଷ୍ପତ୍ତି —୬. finish; completion; termination; final disposal.
- ୭. ଅସ୍ୱୀକାର —୭. Denial; refusal.
- ୮. ଅମତ —୮. Dissent.
- ୯. ସାଂସାରିକ କାର୍ଯ୍ୟରୁ ବିରତି; ବିଷୟ ବୈରାଗ୍ୟ — ୯. Retirement from worldly concerns; cessation of worldly ties.
- ୧. ପ୍ରତ୍ୟାବର୍ତ୍ତନ; ଫେରି ଆସିବା — ୧୦. Return; coming back.
- ୧୧. ଅନ୍ତର୍ଦ୍ଧାନ —୧୧. Disappearance; vanishing (Apte).
- ୧୨. କୌଣସି କର୍ମର ତ୍ୟାଗ —୧୨. Leaving off; desisting from; resignation.
- ୧୩. ମୋକ୍ଷ; ମୁକ୍ତି —୧୩. Beatitude (Apte).
- ୧୪. ନିବାରଣ —୧୪. Prevention: (Apte).
- ୧୫. (ନ୍ୟାୟ ମତରେ) ଯତ୍ନ ବିଶେଷ — ୧୫. (Logic) A kind of effort.
- ୧୬. ମତ୍ସ୍ୟ ଦେଶ (ପ୍ରକୃତିବାଦ) — ୧୬. The name of an ancient kingdom of India.