ନିବୃତ୍ତ କରେଇବା
ଦେଖଣା
ନିବୃତ୍ତ କରେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନିବୃତ୍ତ କରେଇବା
|
ଦେଶଜ - କ୍ରି.
[ସମ୍ପାଦନା]- ୧. କ୍ଷାନ୍ତ କରାଇବା; ନିବର୍ତ୍ତାଇବା; ବନ୍ଦକରିବା; ଫେରା— ଇବା —୧. To stop; to check; to bring back.
- ୨. ଶାନ୍ତ କରାଇବା — ୨. To appease; to moderate.