Jump to content

ନିବୃତ୍ତ କାରଣ

ଉଇକିଅଭିଧାନ‌ରୁ

ନିବୃତ୍ତ କାରଣ

ଉଚ୍ଚାରଣ

[ସମ୍ପାଦନା]
(ନିବୃତ୍ତ କାରଣା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିବୃତ୍ତ+କାରଣ)

[ସମ୍ପାଦନା]
୧. ନିଷ୍ପ୍ରୟୋଜନ —୧. Needless.
୨. ନୀଚ ପ୍ରବୃତ୍ତି ବିହୀନ — ୨. Without any mean motive.

ସଂ, ବିଶେଷ୍ୟ - ଫୁ.

[ସମ୍ପାଦନା]
୧. ଧର୍ମପ୍ରାଣ ବ୍ୟକ୍ତି — ୧. A virtuous man (Apte)
୨. ସଂସାର କାମନା ବିରହିତ ବ୍ୟକ୍ତି —୨. A man uninfluenced by worldly desires (Apte)