Jump to content

ନିବୃତ୍ତ କୋପ

ଉଇକିଅଭିଧାନ‌ରୁ

ନିବୃତ୍ତ କୋପ

ଉଚ୍ଚାରଣ

[ସମ୍ପାଦନା]
(ନିବୃତ୍ତକୋପା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ (ବହୁବ୍ରୀହି; ନିବୃତ୍ତ+କୋପ)

[ସମ୍ପାଦନା]
୧. ସଦୟ —୧. Kind.
୨. ପ୍ରସନ୍ନ —୨. Gratified; plesed; gracious.
୩. ଯାହାର ରାଗ ଥଣ୍ଡା ପଡ଼ିଅଛି — ୩. With one's anger abated; appeased.
୪. ଅନୁକୂଳ —୪. Favourable.