Jump to content

ନିବେଦ

ଉଇକିଅଭିଧାନ‌ରୁ

ନିବେଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନି+ବିଦୁ ଧାତୁ. ଣିଚ୍ ବେଦି. ଧାତୁ=ଜଣାଇବା +ଭାବ . ଅ)

[ସମ୍ପାଦନା]

ନିବେଦନ (ଦେଖ) - — Nibedana (See).

ମନ ବଚନ ତା ଚରଣେ, ନିବେଦ କରି ଅନୁକ୍ଷଣେ ଜଗନ୍ନାଥ. ଭାଗବତ