Jump to content

ନିବେଦକ

ଉଇକିଅଭିଧାନ‌ରୁ

ନିବେଦକ

ଉଚ୍ଚାରଣ

[ସମ୍ପାଦନା]
(ନିବେଦିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ. (ନି+ବିଦ. ଧାତୁ. ଣିଚ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଦେବତାଙ୍କୁ ଭୋଗ ଅର୍ପଣକାରୀ — ୧. One who offers 'Bhoga' of offering to a Deity.
୨. ନିବେଦନକାରୀ; ଦରଖାସ୍ତକାରୀ — ୨. Soliciting; applying; petitioning.
୩. ଜ୍ଞାପକ —୩. Informing; communicating.

[ଦ୍ରଷ୍ଟବ୍ୟ —ଏଥିର ସାଙ୍କେତିକ ନି ପ୍ରତ୍ରାଦିରେ ଲେଖାଯାଏ ଯଥା— ନି ଅମୁକ ପତ୍ରଲେଖକ]