Jump to content

ନିବେଦନ

ଉଇକିଅଭିଧାନ‌ରୁ
  • ଜଣାଇବା; ଜ୍ଞାପନ; ବିଜ୍ଞାପନ
  • ଭୋଗ ବା ପୂଜା କରିବା
  • ସମର୍ପଣ
  • କଥନ; ବର୍ଣ୍ଣନ
  • ପ୍ରାର୍ଥନା; ସବିନୟ ଅନୁରୋଧ
  • ଜଣାଣ
  • ଆବେଦନ; ଦରଖାସ୍ତ
  • ଉତ୍ସର୍ଗ କରିବାନିବେଦନ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ନି+ବିଦ୍. ଧାତୁ. ଣିଚ ବେଦି ଧାତୁ=ଜଣାଇବା+ ଭାବ. ଅନ)

[ସମ୍ପାଦନା]
୧. ଜଣାଇବା; ଜ୍ଞାପନ; ବିଜ୍ଞାପନ — ୧. Giving of information; reporting.
୨. ଭୋଗ ବା ପୂଜା କରିବା —୨. Offering; oblation.
୩. ସର୍ମପଣ —୩. Entrusting; delivering.
୪. କଥିନ; ବର୍ଣ୍ଣନ —୪. Describing.
୫. ପ୍ରାର୍ଥନା; ସବିନୟ ଅନୁରୋଧ — ୫. Humble request,
୬. ଜଣାଣ —୬. Prayar; soliciting.
୭. ଆବେଦନ; ଦରଖାସ୍ତ — ୭. Application; petition; representation.
୮. ଉତ୍ସର୍ଗ କରିବା —୮. Dedication.

[ଦ୍ରଷ୍ଟବ୍ୟ —ପତ୍ରାଦିରେ ନିବେଦନର ସାଙ୍କେତିକ ନି ଲେଖା— ଯାଏ ଯଥା, ନିର କାରଣ ଏହିକି]