Jump to content

ନିବେଦିତ

ଉଇକିଅଭିଧାନ‌ରୁ
  • ବିଜ୍ଞାପିତ
  • ସମର୍ପିତ
  • ପ୍ରକାଶିତ; କଥିତ
  • ପ୍ରାର୍ଥିତ
  • ଅନରୁଦ୍ଧନିବେଦିତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ନି+ ବିଦ୍ ଧାତୁ ଣିଚ+କର୍ମ. ତ)

[ସମ୍ପାଦନା]
୧. ବିଜ୍ଞାପିତ —୧ Reported; represented; made known.


୨. ସମର୍ପିତ —୨. Offered; delivered.
୩. ପ୍ରକାଶିତ; କଥିତ —୩. Announced; stated.
୪. ପ୍ରାର୍ଥିତ —୪. Solicited.
୫. ଅନୂରୁଦ୍ଧ —୫. Requested; entreated.