ନିବେଶ
ଦେଖଣା
- ପ୍ରବେଶ
- ସଜ୍ଜୀକରଣ; ବିନ୍ୟାସ
- ଉପବେଶନ
- ଲିଖନ; ଲେଖିବା
- ଅଭିନିବେଶ; ମନୋଯୋଗ
- ଏକାଗ୍ରତା
- ସିନ୍ୟବିନ୍ୟାସ
- ଔତ୍ସୁକ୍ୟ; ବ୍ୟଗ୍ରତା
- ସମର୍ପଣ
- ତମ୍ବୁ; ଶିବର; ଡେରା
- ସ୍ଥାନ
- ବିବାହ
- ଯୁଦ୍ଧ
- ପ୍ରବେଶଦ୍ଵାର
- ନକଲ; ପ୍ରତିଲିପି
- ଗୃହ; ଆବାସ
- ଅଳଙ୍କାର
- ନଗରାଦିର ପ୍ରତିଷ୍ଠା
- ପରିସର
ବିଶେଷଣ (ଦେଶଜ)
[ସମ୍ପାଦନା]- ବ୍ୟଗ୍ରନିବେଶ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ନି+ବିଶ୍ ଧାତୁ=ପ୍ରବେଶ କରିବା+ଭାବ. ଅ)
[ସମ୍ପାଦନା]- ୧. ପ୍ରବେଶ —୧. The entering in to a thing; entry.
- ୨. ସଜ୍ଜୀକରଣ; ବିନ୍ୟାସ — ୨. Arrangement; array equiment.
- ୩. ଉପବେଶନ —୩. Sitting.
- ୪. ଲିଖନ; ଲେଖିବା — ୪. Insertion; entering in a book.
- ୫. ଅଭିନିବେଶ; ମନୋଯୋଗ — ୫. Attention; concentration of mind.
- ୬. ଏକାଗ୍ରତା —୬. Devetion; devetedness toa pursuit.
- ୭. ସୈନ୍ୟବିନ୍ୟାସ —୭. Battle array; military array.
- ୮. ଔତ୍ସୁକ୍ୟ; ବ୍ୟଗ୍ରତା —୮. Earnestness.
- ୯. ସମର୍ପଣ —୯. Offering.
- ୧. (+ଅଧିକରଣେ. ଅ) ତମ୍ୱୁ; ଶିବିର; ଡେରା — ୧୦. Camp; halting place; encampment.
- ୧୧. ସ୍ଥାନ —୧୧. Place; position.
- ୧୨. ବିବାହ —୧୨. Marriage.
- ୧୩. ଯୁଦ୍ଧ —୧୩. Fight.
- ୧୪. (+କରଣ. ଅ)—ପ୍ରବେଶଦ୍ୱାର ୧୪. Entrance.
- ୧୫. ନକଲ; ପ୍ରତିଲିପି — ୧୫. Impression; copy (Apte).
- ୧୬. ଗୃହ; ଆବାସ —୧୬. House; abode (Apte).
- ୧୭. ଅଳଙ୍କାର — ୧୭. Ornament; decoration (Apte).
- ୧୮. ନଗରାଦିର ପ୍ରତିଷ୍ଠା — ୧୮. Founding of a town (Apte).
- ୧୯. ପରିସର — ୧୯. Expanse; contour (of the breast) (Apte).
ଦେଶଜ - ବିଶେଷଣ - (ପ୍ରାଚୀନ ପ୍ରୟୋଗ)
[ସମ୍ପାଦନା]ବ୍ୟଗ୍ର ===
ପୁଣି କୁଞ୍ଜେ ତାପ ପାଇ ପୁଣି ଶଯ୍ୟା ଆଚରଇ ପୁଣି ହିଁ ପର୍ଯ୍ୟା ଆକୁଳେ ଅତି ନି ବଶେ—ପ୍ରାଚୀ. ରସବାରିଧି