ନିବେଶିତ
ଦେଖଣା
- ସଂସ୍ଥାପିତ
- ବିନ୍ୟସ୍ତ
- ପ୍ରବେଶିତ
- ପ୍ରେରିତ
- ଲେଖା ଯାଇଥିବା
- ସଂକ୍ରାମିତ
- ଏକାଗ୍ରଭାବରେ ଲାଗିପଡିଥିବା
- ବିଜ୍ଞାପିତନିବେଶିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ନି+ବିଶ୍ ଧାତୁ ଣିଚ. ବେଶି ଧାତୁ=ପ୍ରବେଶ କରାଇବା+କର୍ମ. ତ)
[ସମ୍ପାଦନା]- ୧. ସଂସ୍ଥାପିତ —୧. Placed; fixed.
- ୨. ବିନ୍ୟସ୍ତ —୨. Arranged; arrayed.
- ୩. ପ୍ରବେଶିତ —୩. Thurst into; thrown into.
- ୪. ପ୍ରେରିତ —୪. Sent.
- ୫. ଲେଖା ଯାଇଥିବା —୫. Inscribed; wirtten.
- ୬. ସଂକ୍ରାମିତ — ୬. Passed; made to come in contact.
- ୭. ଏକାଗ୍ରଭାବରେ ଲାଗିପଡ଼ିଥିବା — ୭. Devoted to; bent upon.
- ୮. ବିଜ୍ଞାପିତ —୩. Communicated.