ନିବେଶିବା
ଦେଖଣା
ନିବେଶିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନିବେଶିବା
|
=== ଦେଶଜ - (ପଦ୍ୟ) କ୍ରି. (ନି+ବିଶ୍ ଧାତୁ ଣିଚ)
- ୧. ପୂରାଇବା —୧. To thrust.
ସେହି ଅସ୍ତ୍ରକୁ ଧନୁମଧ୍ୟରେ ନିବେଶ—କୃଷ୍ଣସିଂହ, ମହାଭାରତ, ବନ
- ୨. ସ୍ଥାପନ କରିବା ରଖିବା — ୨. To place; to set.
ତହିଁରେ ମନ ନେତ୍ର ଏକା ନିବେଶଲେ—କୃଷ୍ଣସିଂହ, ମହାଭାରତ ବନ
- ୩. ନିୟୋଜିତ କରିବା —୩. To apply.
ପୁଣି ବସଇ ପଦ୍ମ ପରେ, ଚିତ୍ତ ନିବେଶଇ ଶୂନ୍ୟରେ— ଭୂପତି. ପ୍ରେମପଞ୍ଚାମୃତ
- ୪. ଅର୍ପଣ କରିବା —୪. To entrust.
ଦୂହିତା ପ୍ରତୁଲ୍ୟେ ଧରଣୀ, ପୁତ୍ରେ ନିବେଶି ନୃପମଣି— ଜଗନ୍ନାଥ, ଭାଗବତ